ଦାଈ
ଦେଖଣା
ଦାଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦାଈ ମା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଧାତ୍ରୀ; ପ୍ରାକୃତୀ. ଧାୟୀ)
[ସମ୍ପାଦନା]- ୧. ଧାୟୀ; ଉପମାତା; ଯେ ଶିଶୁକୁ ସ୍ତନ୍ୟଦାନଦ୍ୱାରା ପାଳେ — ୧. Wet-nurse; nurse.
- ୨. ସ୍ତ୍ରୀମାନଙ୍କର ଗର୍ଭଚିକିତ୍ସା ବା ପ୍ରସବ କରାଇବା କାର୍ଯ୍ୟରେ ନିପୁଣା ସ୍ତ୍ରୀ —୨. A midwife; a female practitioner skilled in the obstetric art.
ଦାଈକୁ ପେଟ ଛପାଇବା ନ୍ୟାୟ—ଢଗ