ଦାଉଁଆ
(ଦାଉଁପେଚିଆ; ଦାଉଁବାଜ—ଅନ୍ୟରୂପ)
ଯେ ଖଞ୍ଜ ବା ସୁଯୋଗ ଉଣ୍ଡି କାମ କରେ — One who acts by availing of opportunities; opportunist.