Jump to content

ଦାଉଁ ଦାଉଁ

ଉଇକିଅଭିଧାନ‌ରୁ

ଦାଉଁ ଦାଉଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦାଓଁ ଦାଓଁ—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଦୁମ୍ ଦୁମ୍; ଧାମ୍ଧାମ୍ ଶବ୍ଦ କରି — ୧. Making thumping sound.

(ଯଥା—ତା ପିଠିରେ ଦାଉଁ ଦାଉଁ କରି ଦିପୁଞ୍ଜା ବିଧା ଲଦି ଦେଲା)

୩. ଛାତି ଦମ୍ ଦମ୍ ହେବାର ଶବ୍ଦ — ୨. Violent beating sound; palpitating sound of the heart.
୩. ଭୟରେ ବିଶେଷ ହୃତ୍କମ୍ପଯୁକ୍ତ —୩. Violently throbbing or palpitating through fright

କୃଷ୍ଣ ଅର୍ଜୁନଙ୍କ ଯୁଝିବା କଥା ଥାଉ ଚାହିଁଲେ ଜନ ବୁକୁ ହୁଏ ଦାଉଁ ଦାଉଁ—କୃଷ୍ଣସିଂହ. ମହାଭାରତ. ଆଦି