ଦାଉଆ
ଦେଖଣା
ଦାଉଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଦାବା)
[ସମ୍ପାଦନା]- ୧. ଦାବୀ — ୧. Claim.
- ୨. ଦାବା; ସ୍ୱତ୍ୱ ଦାବୀପୂର୍ବକ ପ୍ରାର୍ଥନା — ୨. Advancing a claim by petition.
- ୩. ମକଦ୍ଦମା ଉପସ୍ଥାପିତ କରିବା — ୩. Filling of a case or sult.
- ୪. ବିବାଦ —୪. Dispute; quarrel.
- ୫. ମକଦ୍ଦମା —୫. Case; suit.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚତୁର —୧. Skilful.
- ୨. ଯେ ସୁବିଧା ଦେଖି କାର୍ଯ୍ୟ କରେ — ୨. Oppoortunist.