Jump to content

ଦାଉଘାତୀ

ଉଇକିଅଭିଧାନ‌ରୁ

ଦାଉଘାତୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ଦେଶଜ - ଦାଉ+ସଂସ୍କୃତ - ଘାତୀ)

[ସମ୍ପାଦନା]
୧. ଅନିଷ୍ଟକାରୀ —୧. Harmful; mischievous.

ବିଷଦଗ୍ଧ ବାହ୍ୟେ ବଡ଼ ନିରୀହ ମୂରତି ମାତ୍ର ବଡ଼ ଦାଉଘାତୀ ଦୁର୍ମତି ଅନ୍ତରେ ରାଧାନାଥ. ମହାଯାତ୍ରା

୨. ଯେ ପ୍ରତିଶୋଧ ନେବାକୁ ଚେଷ୍ଟା କରେ — ୨. Revengeful.