ଦାଉଘାତ୍
ଦେଖଣା
ଦାଉଘାତ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅତ୍ୟାଚାର — ୧. Oppression.
- ୨. ବିଶେଷ ଆଘାତ —୨. Serious hurt.
- ୩. ଅତ୍ୟନ୍ତ ଜ୍ୱାଳା ବା ପୀଡ଼ା; ବେଦନା — ୩. Pain; distress; torture.
- ୪. କ୍ଷତ ଆଦିର ପୀଡ଼ାଯୁକ୍ତ ଓ ଭୟାନକ ଅବସ୍ଥା — ୪. Very frightful condition of a sore or wound.
(ଯଥା—ଘଆଟା ବଡ଼ ଦାଉଘାତ୍ କରୁଛି)
ବିଶେଷଣ -
[ସମ୍ପାଦନା]ଦାଉଘାତିଆ (ଦେଖ) - Dāughātiā (See)