Jump to content

ଦାଉଣ୍ଡି

ଉଇକିଅଭିଧାନ‌ରୁ

ଦାଉଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଦାମଣ୍ଡି, ଦାମୁଣ୍ଡିଅନ୍ୟରୂପ

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆନଦ୍ଧ ବାଦ୍ୟବିଶେଷ — A kind of drum.

ଆଗରେ ଦାଉଣ୍ଡି ଯେ ବାଜଇ ବୀର ତୂର ଦୋଷାଧୁ ବୋଇଲ ତୁମ୍ଭେ ଶୁଣ ସର୍ବ ନର ବିଶ୍ୱନାଥ. ବିଚିତ୍ରରାମାୟଣ