Jump to content

ଦାଉଦାଉ

ଉଇକିଅଭିଧାନ‌ରୁ

ଦାଉଦାଉ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଦାବ=ଅଗ୍ନି)

[ସମ୍ପାଦନା]
୧. ଦୀପ୍ତିପୂର୍ବକ (ଜଳିବା); ଜକଜକ — ୧. Brightly.

ସେ ସବୁ ଏବେ ଦାଉ ଦାଉ ହୋଇ ଜଳି ଉଠିଲା ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ

୨. ଦାଉଁଦାଉଁ (ଦେଖ) - —୨. Dāuñdāuñ (See)

ବଜ ସହିତରେ ଦେଖିଲେ ମୋର ବାହୁ କାହା ବୁକୁ ଜଳି ନୋହିବ ଦାଉଦାଉ କୃଷ୍ଣସିଂହ. ମହାଭାରତ. ଶାନ୍ତି

ଦେଶଜ - ବିଶେଷଣ -

[ସମ୍ପାଦନା]

ଉଜ୍ଜ୍ୱଳ; ଜାଜ୍ଜ୍ୱଲ୍ୟାମାନ; ଜକଜକ; ଦୀପ୍ତିମୟ — Dazzling; glittering; bright; glaring.

ତା ଶିର ମୁକୁଟ ଦିଶେ ଦାଉଦାଉରେ କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା

ଦେଶଜ - ଅ. (ଧ୍ୱନ୍ୟୁକରଣ)

[ସମ୍ପାଦନା]

ଶବ୍ଦବିଶେଷ — A kind lof measured sound.

ଦାଉ ଦାଉ ଶବଦ କରୁଛି ମହାନାଦ ପ୍ରାଚୀ. ବ୍ରହ୍ମନିରୂପଣଗୀତା