Jump to content

ଦାଉଦ୍

ଉଇକିଅଭିଧାନ‌ରୁ

ଦାଉଦ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଶାର ଜନୈକ ମାଗଲ ଶାସନକର୍ତ୍ତା — A Mougal Governor of Orissa.

[ଦ୍ରଷ୍ଟବ୍ୟ —ସେ ପ୍ରଥମେ ଆକବରଙ୍କ ସଙ୍ଗେ ବିରୋଧ କରୁ ମୋଗଲମାରିଠାରେ ପରାସ୍ତ ହୋଇ ବଶ୍ୟତା ସ୍ୱାକାର କଲେ ଓ ପରେ ପୁଣି ଶାସନଭାର ପାଇଲେ ଏବଂ ପୁଣି ବିଦ୍ରୋହୀ ହୋଇ ଆଗମହଲ ଯୁଦ୍ଧ (୧୫୭୮: )ରେ ନିହତ ହେଲେ, ସେହି ଦିନଠାରୁ ଓଡ଼ିଶା ମୋଗଲ ସମ୍ରାଟଙ୍କର ଖାସ୍ ଶାସନାଧୀନ ରହିଲା]

ବୈଦେଶିକ - ବିଶେଷ୍ୟ - (ନାମ; ଇଂରାଜୀ - ଡାଭିଡ଼)

[ସମ୍ପାଦନା]

ଡାଭିଡ଼; ବାଇବଲା ଲିଖିତ ଇହୁଦୀମାନଙ୍କର ସ୍ତୁତିଗାୟକ ଭବିଷ୍ୟଦ୍ୱକ୍ତା ରାଜା — King David the prophet King of the Bible.