Jump to content

ଦାଉ ସାଧିବା

ଉଇକିଅଭିଧାନ‌ରୁ

ଦାଉ ସାଧିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପ୍ରତିଶୋଧ ନେବା — To retaliate; to be avenged; to feed fat one's grudge; to take grudge; to repay one in one's own coil.

ଚିର କୌମାର ଯା ମନାସିଣ ଥିଲି ସାଧିଲା ବିଧିସେ ଦାଉ ରାଧାନାଥ. ଯଯାତି