ଦାଏର୍
ଦେଖଣା
ଦାଏର୍
ଉଚ୍ଚାରଣ
[ସମ୍ପାଦନା](ଦାୟେର୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ଦାୟେର୍=ବିଚାରାଧୀନ)
[ସମ୍ପାଦନା]- ୧. ବିଚାରାଧୀନ —୧. Under trial; pending on file.
- ୨. ବିଚାରାର୍ଥ ଅଦାଲତରେ ଉପସ୍ଥାପିତ — ୨. Filed in court; instituted; begun; initiated in a court.
ବିଶେଷ୍ୟ -
[ସମ୍ପାଦନା]ଅଦାଲତରେ (ମୋକଦ୍ଦମା) ଉପସ୍ଥାପନ — Institution of a case in court.