Jump to content

ଦାକ୍ଷାଯ୍ୟ

ଉଇକିଅଭିଧାନ‌ରୁ

ଦାକ୍ଷାଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦକ୍ଷ୍=ବେଗବାନ୍ ହେବା+ଆଯ୍ୟ=ଦକ୍ଷାଯ୍ୟ+ ଅପତ୍ୟାର୍ଥେ. ଅ)

[ସମ୍ପାଦନା]
୧. ଗରୁଡ଼; ବିଷ୍ଣୂଙ୍କ ବାହାନ — ୧. The Garuṟḍ̠a (king of birds).
୨. ଶାଗୁଆ; ଗୃଧ୍ର —୨. Vulture.