Jump to content

ଦାକ୍ଷିଣାତ୍ୟ

ଉଇକିଅଭିଧାନ‌ରୁ

ଦାକ୍ଷିଣାତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦକ୍ଷିଣ=ଦକ୍ଷିଣାଦିଗ+'ସେଠାରେ ଜାତ' ଅର୍ଥରେ. ତ୍ୟ)

[ସମ୍ପାଦନା]
୧. ଦକ୍ଷିଣଦିଗ୍ଭବ — ୧. Southern.
୨. ଦକ୍ଷିଣରେ ଅବସ୍ଥିତ — ୨. Situate in the south.
୩. ଦକ୍ଷିଣଦେଶୀୟ; ଦକ୍ଷିଣୀ — ୩. Pertaining to the Deccan.
୪. ଦକ୍ଷିଣ ଦେଶବାସୀ; ଦକ୍ଷିଣିଆ —୪. Inhabiting the southern portion of Deccan.

ବିଶେଷ୍ୟ -

[ସମ୍ପାଦନା]
୧. ଦକ୍ଷିଣାପଥ; ବିନ୍ଧ୍ୟାଚଳର ଦକ୍ଷିଣରୁ କୁମାରିକା ଅନ୍ତରୀପ ପର୍ଯ୍ୟନ୍ତ ଅବସ୍ଥିତ ଦେଶ —୧. The Deccan; South India; the part of India to the south of the Bindhya range.


[ଦ୍ରଷ୍ଟବ୍ୟ —ଏ ଶବ୍ଦ ଏ ଅର୍ଥରେ ପ୍ରାଚୀନ ପ୍ରମାଣିକ ସସ୍କୃତ ଗ୍ରନ୍ଥରେ ବ୍ୟବହୃତ ହେବାର ଦେଖାଯାଏ ନାହିଁ କିନ୍ତୁ ଆଧୂନିକ ଅନେକ ପ୍ରସିଦ୍ଧ ସଂସ୍କୃତଜ୍ଞ, 'ଦକ୍ଷିଣାପଥ' ଅର୍ଥରେ ଏହି ଶବ୍ଦ ବ୍ୟବହାର କରିଥିବା ଦେଖାଯାଏ]

୨. ନଡ଼ିଆ —୨. The cocoanut.