ଦାକ୍ଷିଣ୍ୟ
ଦେଖଣା
ଦାକ୍ଷିଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଦାକ୍ଷିଣା+ଯୋଗ୍ୟାର୍ଥେ. ଯ)
[ସମ୍ପାଦନା]- ୧. ଦୟା — ୧. Humanity; kindness; pity; generosity; milk of human kindness.
- ୨. ପରଚ୍ଛନ୍ଦାନୂବର୍ତ୍ତନ, ଆନୂକୂଲ୍ୟ; ପ୍ରସନ୍ନତା — ୨. Patronage; favour.
- ୩. ଔଦାର୍ଯ୍ୟ; ଉଦାରତା — ୩. Liberal-mindedness.
- ୪. ସରଳତା —୪. Frankness; sincerity; simplicity.
- ୫. ଭଦ୍ରକା; ସୈଜନ୍ୟ —୫. Courtesy; politeness.
- ୬. ଅନ୍ୟ ବ୍ୟକ୍ତିର ଚିତ୍ତକୁ ପ୍ରସନ୍ନ କରିବାର ଭାବ — ୬. Creating of a favourable impression on another's mind.
[ଦ୍ରଷ୍ଟବ୍ୟ —ଏହା ସଙ୍ଗେ ସହଚର ଶବ୍ଦରୂପେ ବ୍ୟବହୃତ ହୁଏ]
ବିଶେଷଣ -
[ସମ୍ପାଦନା](ଦାକ୍ଷିଣା+ଯ)—ଦକ୍ଷିଣାର ଉପଯୁକ୍ତ; ଦକ୍ଷିଣାର୍ହ — Deserving to be given a present.