Jump to content

ଦାକ୍ଷୀ

ଉଇକିଅଭିଧାନ‌ରୁ

ଦାକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦକ୍ଷ+ଈ)

[ସମ୍ପାଦନା]
୧. ଦକ୍ଷ ପ୍ରଜାତିଙ୍କର କନ୍ୟା — ୧. Daughter of Daksha.
୨. ପାଣିନିଙ୍କ ମାତାଙ୍କ ନାମ —୨. Name of Pāṇini's mother.

[ଦ୍ରଷ୍ଟବ୍ୟ —ପାଣିନିଙ୍କୁ ଦାକ୍ଷୀପୁତ୍ର ବୋଲାଯାଏ]