ଦାକ୍ଷ୍ୟ
ଦେଖଣା
ଦାକ୍ଷ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦକ୍ଷ+ଭାବ. ଯ)
[ସମ୍ପାଦନା]- ୧. ଦକ୍ଷତା; ପଟୁତା — ୧. Expertness; agility; smartness.
- ୨. ନୈପୁଣ୍ୟ —୨. Skill; cleverness.
- ୩. ସାମର୍ଥ୍ୟ; କାର୍ଯ୍ୟକୁଶଳତା — ୩. Ability; competence.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦାକ୍ଷିଣ୍ୟ, ପରଚ୍ଛନ୍ଦାନୁବୃତ୍ତିତ୍ୱ —Patronage.
ଯୁଧିଷ୍ଠିର ବୋଇଲେ ଦାକ୍ଷ୍ୟଦାନ ସତ୍ୟ; ଶୀଳ ଏ ଚାରିକର ସେ ପର୍ଯ୍ୟବବସତି କୃଷ୍ଣସିଂହ. ମହାଭାରତ ବନ