ଦାକ୍ଷୟଣୀ
ଦେଖଣା
ଦାକ୍ଷୟଣୀ
ଉଚ୍ଚାରଣ
[ସମ୍ପାଦନା](ଦାକ୍ଷାୟିଣୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦକ୍ଷ=ପ୍ରଜାପତିବିଶେଷ+ଅପତ୍ୟାର୍ଥେ, ଅନୟ +ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଦକ୍ଷପ୍ରଜାପତିଙ୍କ କନ୍ୟା, ସତୀ; ପାର୍ବତୀ; ଦୁର୍ଗା — ୧. Sati; pārbati in her previous birth.
କେହି ନ ବୋଲୁ ଦାକ୍ଷାୟଣୀ ଅଟଇ ଶିବର ଘରଣୀ—ଜଗନ୍ନାଥ. ବାଗବତ
- ୨. (ଜ୍ୟୋତିଷ) ରେବତୀ ନକ୍ଷତ୍ର — ୨. The ୨୭th lunar mansion.
- ୩. ସଂସ୍କୃତ - ବହୁବଚନ—(ଜ୍ୟୋତିଷ) ଅଶ୍ୱିନ୍ୟାଦି ୨୭: ନକ୍ଷତ୍ର —୩. The ୨୭ constellations or lunar mansiosns.
- ୪. ରୋହିଣୀ ନକ୍ଷତ୍ର (ହିନ୍ଦୀ - ଶବ୍ଦସାଗର) — ୪. The ୪th lunar mansion.
- ୫. କଶ୍ୟପଙ୍କ ସ୍ତ୍ରୀ; ଅଦିତି — ୫. A wife of Kaṡyapa; Aditi.
ସଂସ୍କୃତ - ବିଶେଷଣ - ଦାକ୍ଷାୟଣ+ଇନ୍
[ସମ୍ପାଦନା]ସ୍ୱର୍ଣ୍ଣନିର୍ମିତ (ହିନ୍ଦୀ - ଶବ୍ଦସାଗର) — Golden.