ଦାଗରାଜ୍
ଦେଖଣା
ଦାଗରାଜ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦାଗରାଜୀ)
[ସମ୍ପାଦନା]କୋଠା ଆଦିର ସାମାନ୍ୟ ସାମାନ୍ୟ ଆଂଶିକ ମରାମତି; ପକ୍କା କାନ୍ଥ ବା ଛାତ ବା ମେଜିଆରେ ଖଣ୍ଡିଆ ବା ଫଟା ସ୍ଥାନମାନ ଚୂନ ରବା ମାଟିଦ୍ୱାରା ମରାମତି ବା ସଂସ୍କାର କରିବା; ଆଂଶିକ ଜୀର୍ଣ୍ଣସଂସ୍କାର- Petty repairs done to the damaged portions of a plastered wall or concrete roof of or floor.