Jump to content

ଦାଗିବା

ଉଇକିଅଭିଧାନ‌ରୁ

ଦାଗିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦଗାଇବା—ଣିଜନ୍ତ)

ଦେଶଜ - କ୍ରିୟାପଦ - (ଫାରାସୀ - ଦାଗ୍ନା)

[ସମ୍ପାଦନା]
୧. ଛକିବା; ଚିହ୍ନ ଦେବା — ୧. To mark.
୨. ଚଡ଼ୁ ଦେବା; ଲଛିବା —୨. To brand with a hot iron.
୩. ବନ୍ଧୁକ ଫଏର୍ କରିବା; ଲାଛିବା —୩. To shoot; to fire a gun.
୪. ମଇଳା ଚିହ୍ନ ଦେବା —୪. To stain.