ଦାଗ ଉଠିବା
ଦେଖଣା
ଦାଗ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାଗ ଛାଡ଼ିବା, ଦାଗ ଯିବା, ଦାଗ ଲିଭିବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ପଦାର୍ଥରେ ହୋଇଥିବା ଚିହ୍ନ ଲୋପ ହେବା —The disappearance of a stain or blot or mark from the body of a thing.
- ୨. ଆରୋପିତ କଳଙ୍କ ପ୍ରକ୍ଷାଳିତ ହେବା — ୨. The removal of a stigma from one's name.
- ୩. କ୍ଷତଚିହ୍ନ ଲୋପ ହେବା —୩. The healing of a mark or cicatrice.
- ୪. କୌଣସି ବ୍ୟକ୍ତିର କାର୍ଯ୍ୟ ଯୋଗୁଁ ମନରେ ଜାତ ହୋଇଥିବା ଦୁଃଖ ଦୁର ହେବା —୪. The forgeting of some unleasant memories or slights caused in the mind of a person.