Jump to content

ଦାଗ ରହିବା

ଉଇକିଅଭିଧାନ‌ରୁ

ଦାଗ ରହିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦାଗ ରହିଯିବା-ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ପଦାର୍ଥରେ ମଇଲା ଚିହ୍ନ ରହିବା —A stain being left on something.
୨. କ୍ଷତଚିହ୍ନ ଦେବାରେ ରହିଯିବା — ୨. A cicatrice being left on the body.

ଏବେ ଯେଉଁ ବିଚାର କରିଛ ମନରେ କଲେ ଦାଗ ରହିବ ତୁମ୍ଭର ଗାଲରେ କୃଷ୍ଣସିଂହ-ମହାଭାରତ ଶଲ୍ୟ