Jump to content

ଦାଗ ଲଗାଇବା

ଉଇକିଅଭିଧାନ‌ରୁ

ଦାଗ ଲଗାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବସ୍ତୁରେ ମଇଳା ଚିହ୍ନ ବସାଇବା —୧. To make a stain on any thing; to spoil a thing.
୨. (କୌଣସି ବ୍ୟକ୍ତିଠାରେ) କଳଙ୍କ ଆରୋପ କରିବା — ୨. To defame or scandalise a person; to stigmatise.
୩. ଚିରକାଳକୁ ଦାଗୀ କରିଦେବା; ଅନ୍ୟଠାରେ ଭବିଷ୍ୟତକୁ ଦେଖାଯିବା କଳଙ୍କ ଲଗାଇବା — ୩. To cause a permanent blot on a person; to disgree a person.

(ଯଥା—ବୁଝିଥା, ତୋଠେଇଁ ଇମତି ଗୋଟାଏ ଦାଗ ଲଗେଇ ଦେବି ଯେ ମଲାଯାଏ ପାସୋର ଯିବ ନାହିଁ)