Jump to content

ଦାଡ଼କ

ଉଇକିଅଭିଧାନ‌ରୁ

ଦାଡ଼କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦାଡ଼ ଧାତୁ ବିଦାରଣ କରିବା+କର୍ତ୍ତ. ଅକ)

[ସମ୍ପାଦନା]
୧. ଦାନ୍ତ (ହିନ୍ଦୀ - ଶବ୍ଦସାଗର) —୧. Tooth.
୨. ହିଂସ୍ରଜନ୍ତୁ ଆଦିଙ୍କର ବଡ଼ଦାନ୍ତ —୨. Tusk.