ଦାଡ଼ିଧାନ
(ଦାଢ଼ିଧାନ—ଅନ୍ୟରୂପ)
=== ପ୍ରାଦେଶିକ - (ସମ୍ୱଲପୁର) ଖଇତଡ଼ା ଧାନ; ଖଇଭଜା ହେବା ପରେ ତହିଁରୁ ଖସି ପଡ଼ିବା ଧାନର ଚୋପା The husks of paddy which fall out when paddy is fried.