ଦାଢ଼ିଆ
ଦେଖଣା
ଦାଢ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଦାଢ଼ିଆଳ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଶ୍ମଶ୍ର୍ମଳ —୧. Bearded.
- ୨. ଦୀର୍ଘ ଶ୍ମଶ୍ରୁଯୁକ୍ତ —୨. Having long and flower beard.
ବିଶେଷ୍ୟ -
[ସମ୍ପାଦନା]ମୁସଲମାନ୍ —Mahomedan.
[ଦ୍ରଷ୍ଟବ୍ୟ —ଏମାନଙ୍କର ଶ୍ମଶ୍ରୁ ଥିବାରୁ; ଯଥା— ବିଲାତଫେରନ୍ତା ବାବୁଙ୍କର ଦାଢ଼ିଆ ପୂଜାହାରୀ ନ ହେଲେ କାମ ଚଳେ ନାହିଁ ]