Jump to content

ଦାଢ଼ିଆଣି

ଉଇକିଅଭିଧାନ‌ରୁ

ଦାଢ଼ିଆଣି

ଉଚ୍ଚାରଣ

[ସମ୍ପାଦନା]

(ଦାଢ଼ିୟାଣୀ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଘଡ଼ିଆଳ କିମ୍ଭୀର —୧. A crocodile with a cup on its snout.
୨. ଥଣ୍ଟିଆ କିମ୍ଭୀର —୨. The long snouted alligator; gavial.

ଏଠାରେ ଗୋମହା କୁମ୍ଭୀରର ଉପଦ୍ରବ ଭାରି, ଦାଢ଼ିଆଣୀ ଘଡ଼ିଆଳ ତ ପଣ ପଣ ଫକୀରମୋହନ. ଛମାଣ ଆଠଗୁଣ୍ଠ