ଦାଢ଼ିଆ ପୂଜାରି
(ଦାଢ଼ିଆ ପୂଜାହାରୀ—ଅନ୍ୟରୂପ)
ମୁସଲମାନ ବବୁର୍ଜୀ ବା ପାଚକ — A Mahomedan cook.
(ଯଥା— ଆଜିକାଲିର ଶିକ୍ଷିତ ବାବୁମାନଙ୍କୁ ଦାଢ଼ିଆ ପୂଜାହାରୀଙ୍କ ରାନ୍ଧଣା ଭାରି ସୁଆଦିଆ ଲାଗେ )