ଦାଢ଼ିକମେଇବା
ଦେଖଣା
ଦାଢ଼ିକମେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାଢ଼ିକମେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଭଣ୍ଡାରି) ଅନ୍ୟ ବ୍ୟକ୍ତିର ଶ୍ମଶ୍ରୁକୁ ମୁଣ୍ଡିତ କରାଇବା — ୧. (a barber) To shave the beard of another.
- ୨. ନିଜର ଦାଢ଼ିକୁ ଭଣ୍ଡାରିଦ୍ୱାରା ମୁଣ୍ଡିତ କରାଇବା — ୨. To have one's beard shaven.
- ୩. ଦାଢ଼ିଛାଟିବା (ଦେଖ) - ୩. Dāṟḍ̠ẖi chhāñṭibā (See).