Jump to content

ଦାଢ଼ିପକେଇବା

ଉଇକିଅଭିଧାନ‌ରୁ

ଦାଢ଼ିପକେଇବା

ଉଚ୍ଚାରଣ

[ସମ୍ପାଦନା]

[ଦାଢ଼ି ମୁଣ୍ଡା(ଣ୍ଡେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଭଣ୍ଡାରିଙ୍କଦ୍ୱାରା ଆପଣାର ଶ୍ମଶ୍ରୁକୁ ମୁଣ୍ଡିତ କରାଇବା —To have one's beard shaven by the barber.