Jump to content

ଦାଢ଼ି ପାଇବା

ଉଇକିଅଭିଧାନ‌ରୁ

ଦାଢ଼ି ପାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦାମୁଡ଼ି ବଳଦର ଦାନ୍ତ ଉଠିବା — The coming out the teeth of a steer (adult calf).

[ଦ୍ରଷ୍ଟବ୍ୟ — ବଳଦ ଓ ଗାଈଙ୍କର ଦୁଇ ପାଟିରେ କଳଦାନ୍ତ ଥାଏ, କିନ୍ତୁ ତାହା ବାହାରକୁ ଦେଖାଯାଏ ନାହିଁ କେବଳ ତଳ ପାଟିରେ ଥିବା ୮ଟି ଦାନ୍ତ ବାହାରକୁ ଦେଖାଯାଏ ଜନ୍ମବେଳେ ବାଛୁରୀର ଦାନ୍ତ ନ ଥାଏ କ୍ରମଶଃ ଦାନ୍ତ ଉଠିବାକୁ ଦାନ୍ତିବା ବା ଦାନ୍ତେଇବା କହନ୍ତି ଯାହାର ୨ଟା,୪ଟା,୬ଟା ଦାନ୍ତ ଉଠିଥାଏ ସେ ୨ଟା, ୪ଟା ବା ୬ଟା ଦାନ୍ତିଛି ବୋଲି କହନ୍ତି ୬ ଟା ଦାନ୍ତିଥିବା ବଳଦ କୃଷି ଆଦି କର୍ମ ପାଇଁ ଉପଯୁକ୍ତ ବଳଦର ୮ଟା ଯାକ ଦାନ୍ତ ଉଠିଲେ 'ବଳଦ ଦାଢ଼ି ପାଇଲା' ବୋଲି ବୋଲାଯାଏ ୬ଟା ଦାନ୍ତଥିବା ବଳଦକୁ ସଂସ୍କୃତରେ ଷୋଡ଼ନ୍ ବୋଲାଯାଏ ]