ଦାଢ଼ ଖାଇବା
(ଦାଢ଼ ଖଇଯିବା—ଅନ୍ୟରୂପ)
(ନଦୀ) କୂଳ ଖାଇବା; ଅତଡ଼ା ଖାଇବା — (a river) To wash down the brink; to corrode one bank.
(ଯଥା—ନଈଟା ଏ ବର୍ଷ ପଶ୍ଚିମ ପାଖ ଦାଢ଼ ଖାଇ ଯାଇଛି )