ଦାଣ୍ଟିବା
ଦେଖଣା
ଦାଣ୍ଟିବା
ଉଚ୍ଚାରଣ
[ସମ୍ପାଦନା](ଦଣ୍ଠିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂ ଦାନ୍ତି=ଦମନ, ବଶୀକରଣ)
[ସମ୍ପାଦନା]- ୧. ଅଟକାଇବା —୧. To restrain; to check.
- ୨. ଆକଟ କରିବା; ଜାବତା କରିବା — ୨. To scold.
- ୩. ଗାଣ୍ଠିବା; ଆକ୍ରାନ୍ତ କରିବା —୩. To overpower.
(ଯଥା—ରୋଗ ତାକୁ ଭାରି ଦାଣ୍ଟିଛି )
- ୪. ଦଣ୍ଟେଇବା; ଶଗଡ଼ର ପଛ ଆଡ଼ୁ ଦଣ୍ଡା ଧରି ଶଗଡ଼ର ଗତିକୁ ନିୟନ୍ତ୍ରିତ କରିବା —୪. To direct or regulate the motion of a cart by holding its beams from behind.
- ୫. ଶାସନ କରିବା; ଦମନ କରିବା —୫. To subject to discipline; to control,to rule.
- ୬. ଧମକାଇବା; ଧଡ଼କାଇବା — ୬. To threaten.
- ୭. ଦଣ୍ଡ ଦେବାର ଭୟ ଦେଖାଇବା — ୭. To threaten; to punish.