Jump to content

ଦାଣ୍ଡଆଡ଼େ

ଉଇକିଅଭିଧାନ‌ରୁ

ଦାଣ୍ଡଆଡ଼େ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]

ଦାଣ୍ଡ ତରଫରେ; ଗୃହର ବହିର୍ଦିଗରେ — Outside the house.

ବିଶେଷ୍ୟ - (ଭଦ୍ର ପରିବାରର ସ୍ତ୍ରୀମାନଙ୍କ ବ୍ୟବହୃତ)

[ସମ୍ପାଦନା]
୧. ଗୃହସ୍ୱାମୀ —୧. The master of the house.
୨. ନିଜର ସ୍ୱାମୀ —୨. One's husband.

[ଦ୍ରଷ୍ଟବ୍ୟ —ଭଦ୍ର ସମାଜରେ ସ୍ତ୍ରୀମାନେ 'ମୋ ସ୍ୱାମୀ' ବୋଲି ନ କହି 'ଦାଣ୍ଡଆଡ଼େ', 'ଆମର ସେ','ଆମର ସେମାନେ','ମିଣିପେ' ଶବ୍ଦମାନ ବ୍ୟବହାର କରନ୍ତି ସେହିପରି ପୁରୁଷମାନେ 'ମୋ ସ୍ତ୍ରୀ' ନ କହି 'ଉଆସଆଡ଼େ','ଘରେ','ଘରଆଡ଼େ','ପିଲାଏ', 'ସେମାନେ','ମାଇପେ',ଶବ୍ଦମାନ ବ୍ୟବହାର କରନ୍ତି ]