Jump to content

ଦାଣ୍ଡକଥା

ଉଇକିଅଭିଧାନ‌ରୁ

ଦାଣ୍ଡକଥା

ଉଚ୍ଚାରଣ

[ସମ୍ପାଦନା]

ଦାଣ୍ଡବିଷୟ, ଦାଣ୍ଡମାମଲତଅନ୍ୟରୂପ

ଅନୁବାଦ

[ସମ୍ପାଦନା]

(ଘରକଥା—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୃହର ବାହାରର କଥା — ୧. Outward matter; external affairs.
୨. ଯେଉଁ ବିଷୟ ଦାଣ୍ଡରେ ବା ପ୍ରକାଶ୍ୟ ଭାବରେ ଆଲୋକିତ ହୁଏ —୨. A matter discussed in public.
୩. ବାହାର ଲୋକଙ୍କ ସଙ୍ଗେ ସମ୍ପର୍କ ଥିବା— ପାରିବାରିକ କଥା —୩. Matters relating to the external affairs of a family.