Jump to content

ଦାଣ୍ଡାଜିନିକ

ଉଇକିଅଭିଧାନ‌ରୁ

ଦାଣ୍ଡାଜିନିକ

ଉଚ୍ଚାରଣ

[ସମ୍ପାଦନା]

(ଦାଣ୍ଡାଜିନିକା—ସ୍ତ୍ରୀ)

ସଂସ୍କୃତ - ବିଶେଷଣ - ପୁଂ. (ଦାଣ୍ଡ+ଅଜିନ= ଦଣ୍ଡାଜିନ+ସଂବନ୍ଧାର୍ଥେ ଇକ) ଯେଉଁ ବ୍ୟକ୍ତି ସାଧୁ ପରି ଦଣ୍ଡ ଓ ଅଜିନ ଧାରଣ କରି ସାଧୁବେଶରେ ଲୋକଙ୍କ ଠକାଏ)

[ସମ୍ପାଦନା]
୧. ପ୍ରତାରକ —Cheating; fraudulent; deceitful.
୨. କୁହୁକୀ —୨. Fascinating.
୩. କପଟ ସନ୍ନ୍ୟାସୀରୂପ ଧାରଣ କରି ଯେ ଲୋକଙ୍କୁ ଠକାଏ —୩. Cheating people under the guise of asaint.