ଦାଣ୍ଡିଦେବା
ଦେଖଣା
ଦାଣ୍ଡିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାଣ୍ଡିଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବୁଲିବା — ୧. To roam.
- ୨. ନିର୍ଦ୍ଧାରିତ ସୀମାରେ ଯିବା ଆସିବା କରି ପହରା ଦେବା —To go one's round while keeping watch.
ତହୁଁ ଯାଇ ପହଞ୍ଚିଲି କଟକଚଣ୍ଡୀ ଯେଉଁଠାରେ ଦେଉଛନ୍ତି ସୀପାହୀ ଦାଣ୍ଡି