Jump to content

ଦାଣ୍ଡିପୋଥୀ

ଉଇକିଅଭିଧାନ‌ରୁ

ଦାଣ୍ଡିପୋଥୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ପୋଥିରେ ଧାଡ଼ିମୂଳିଆ ଲେଖା ହୋଇଥାଏ —୧. Palm leaf manuscripts in which the contents are written in continuous line.
୨. ଯେଉଁ ପୋଥିରେ ପଦ୍ୟର ଛନ୍ଦର ନିୟମ ନ ଥାଏ — ୨. A book in which the couplets do not follow any fixed metre.