ଦାଣ୍ଡିବୃତ
ଅକ୍ଷର ନିୟମ ରକ୍ଷା କରା ନ ଯାଇ ଲେଖା ଯାଇଥିବା ପଦ୍ୟ —A poem in which the letters are not equal.
କହନ୍ତି ବଇଦେହୀ ଦୟଖେଦେ ବସି କେଡ଼େ ଦାରୁଣ ଦଇବ ତୁ ମତେ କି ମତେ କି ଦଶା ଦେଲୁ ଆସି ବଳରାମ. ରାମାୟଣ