Jump to content

ଦାଣ୍ଡିମାରିବା

ଉଇକିଅଭିଧାନ‌ରୁ

ଦାଣ୍ଡିମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବହୁଦୂର ବାଟ ଲମ୍ୱେ ଲମ୍ୱେ ଭ୍ରମଣ କରିବା —୧. To walk along to a great distance.
୨. ଦାଣ୍ଡରେ ବୁଲିବା — ୨. To walk on a road.

(ଯଥା—ଗେହ୍ଲାପୁଅ ମୁଠିଏ ଭୋଜନ ମାରିଦେଇ ଗାଁଯାକ ଦାଣ୍ଡି ମାରୁଛନ୍ତି )

୩. ବୃଥାରେ ଏଣେତେଣେ ବୁଲିବା — To rove about; to loaf.