Jump to content

ଦାଣ୍ଡିମାଳ

ଉଇକିଅଭିଧାନ‌ରୁ

ଦାଣ୍ଡିମାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୀ ଜିଲା ଖୋରଧା ସବଡ଼ିଭିଜନର ଗୋଟିଏ ପ୍ରଗନା —Name of apergunna in killa Khurda in the district of puri.

[ଦ୍ରଷ୍ଟବ୍ୟ —ଖୋରଧା ଜିଲ୍ଲାର ପ୍ରଗନ୍ନାମାନଙ୍କୁ ଜିଲ୍ଲା ବୋଲାଯାଏ ଦାଣ୍ଡମାଳ ଏହି ଅନୁସାରେ ଗୋଟିଏ ଜିଲ୍ଲା]

ଦାଣ୍ଡିମାଳ ଯାର ଶଇଳ ବକ୍ଷରେ ଐର—ଯଶ ଲେଖା ଅକ୍ଷରେ ଅକ୍ଷରେ—ରାଧାନାଥ.ନନ୍ଦିକେଶ୍ୱରୀ