Jump to content

ଦାଣ୍ଡିରାସ୍ତା

ଉଇକିଅଭିଧାନ‌ରୁ

ଦାଣ୍ଡିରାସ୍ତା

ଉଚ୍ଚାରଣ

[ସମ୍ପାଦନା]

(ଦାଣ୍ଡିବାଟ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ପଥ ସିଧା ହୋଇ ବହୁଦୁର ପର୍ଯ୍ୟନ୍ତ ଯାଇଥାଏ — ୧. A straight road running for a long distance.
୨. ଶଗଡ଼ ପରି ରାସ୍ତା; ଶଗଡ଼ ଗାଡ଼ି ଆଦି ଯିବାର ରାସ୍ତା — ୨. Cart road; cart track; carriage road.
୩. କୌ ଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସରଲତମ ବାଟ —୩. A srraight-cut road.
୪. ବଡ଼ ରାସ୍ତାକୁ ବାହାରିଥିବା ଛୋଟ ରାସ୍ତା — ୪. A bye-road; a path.