Jump to content

ଦାଣ୍ଡି ମାରିବା

ଉଇକିଅଭିଧାନ‌ରୁ

ଦାଣ୍ଡି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବୃଥାରେ ବୁଲିବା

ଦାନା, ଦାନା ପାଣି ମାରିବା—

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ଲୋକର ଭରଣପୋଷଣ ଉପାୟ ନିଜେ ବନ୍ଦ କରିବା ବା ଅନ୍ୟଦ୍ୱାରା ବନ୍ଦ କରାଇବା

ଦିଆସିଲାଇ, ଦିଆସିଲି, ଦିଆସିଲି କାଠି ମାରିବା—

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଦିଆସିଲି କାଠିକୁ ଘଷି ଜଳାଇବା