Jump to content

ଦାଣ୍ଡୀ ଗୀତ

ଉଇକିଅଭିଧାନ‌ରୁ

ଦାଣ୍ଡୀ ଗୀତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଦି ଧାଡ଼ିଆ ଗୀତରେ ପଦମାନଙ୍କରେ ଅକ୍ଷର ସଂଖ୍ୟା ସମାନ ନଥାଏ, ମାତ୍ର ମିତ୍ରାକ୍ଷର ପରି ଶେଷ ବର୍ଣ୍ଣମାତ୍ର ମିଳୁଥାଏ —A poem in which the number of latters are not equal in each foot but each couplet rhymes.

(ଯଥା—ବୋଲି ଜାଣୁ ଥିବା ଗାୟକଙ୍କ ମୁଖରେ ଦାଣ୍ଡିଗୀତା ବୋଲା ସୁନ୍ଦର ଶୁଣାଯାଏ )