Jump to content

ଦାଣ୍ଡେ

ଉଇକିଅଭିଧାନ‌ରୁ

ଦାଣ୍ଡେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ

[ସମ୍ପାଦନା]
୧. ନିଜର ସ୍ୱରୂପରେ —In one's own way.

ଗୁଣ ଛିଡ଼ନ୍ତେ କର୍ମକାଣ୍ଡେ ଛିଡ଼ି ପଡ଼ିଲେ ଯେଝା ଦାଣ୍ଡେ—ଭୂପତି. ପ୍ରେମପଞ୍ଚାମୃତ

୨. ସର୍ବସାଧାରଣରେ —୨. In public.

କାଣ୍ଡେ କାମର ମୋର ଜୀବନ ଗଲେ ଦାଣ୍ଡେ ଜନେ ନିନ୍ଦିକେ—ବ୍ୟଙ୍ଗ. ଓଡ଼ିଆ ଶ୍ଳୋକ