Jump to content

ଦାଣ୍ଡେଈ

ଉଇକିଅଭିଧାନ‌ରୁ

ଦାଣ୍ଡେଈ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ (ଗାଳିରେ ବ୍ୟବହୃତ) (ଓ ଦାଣ୍ଡ ଶବ୍ଦଜ)

[ସମ୍ପାଦନା]

ଯେଉଁ ବାଳିକା ବା ସ୍ତ୍ରୀ ଅଧିକାଂଶ ସମୟ ଘରେ ନ ରହି ଏଣେ ତେଣେ (ବା ଦାଣ୍ଡରେ) ବୁଲେ — (a girl or woman) Who does not stay at home but goes out and whiles away most of her time loafing or roving about.