Jump to content

ଦାଣ୍ଡ ଛୁଆଁ

ଉଇକିଅଭିଧାନ‌ରୁ

ଦାଣ୍ଡ ଛୁଆଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘରୁ ବାହାରକୁ ଯିବାବେଳେ ମନୁଷ୍ୟ ଅନେକ ବ୍ୟକ୍ତିଙ୍କ ସଂଶ୍ରବରେ ଆସିବା ଓ ଅସ୍ପୃଶ୍ୟ ବସ୍ତୁକୁ ଛୁଇଁ ଥିବା ଯୋଗୁଁ ନିଜର ପିନ୍ଧା ଲୁଗା ଓ ପଇତା ଓ ଦେହର ଯେଉଁ ଅପବିକ୍ରତା ବା ଅଶୁଚିତା ହୁଏ — The impurity contracted by coming in contact with outsides and untouchable persons and things in the case of a persons who goes and stays out of the house for some time.

ଦେଶଜ - ବିଶେଷଣ -

[ସମ୍ପାଦନା]

ଘରୁ ବାହାରକୁ ଯାଇଥିବା ଯୋଗୁଁ ଅଶୁଚି (ଶରୀର, ବସ୍ତ୍ର ବା ପଇତା) —(cloth or body)Contaminated by the touch of outsiders.

[ଦ୍ରଷ୍ଟବ୍ୟ — ନୈଷ୍ଠିକ ହିନ୍ଦୁମାନେ ଦାଣ୍ଡକୁ ଖଲେ ତେଣୁ ଫେରି ଦଣ୍ଡଛୁଆଁ ଲୁଗା, ଦେହ ଓ ପଇତାକୁ ନ ଧୋଇ ଘରେ ପଶନ୍ତି ନାହିଁ ଏହିପରି ମଧ୍ୟ ରାତିରେ ଯେଉଁ ଲୁଗା ପିନ୍ଧି ସ୍ତ୍ରୀବାଳକମାନଙ୍କ ସଙ୍ଗେ ଶୁଅନ୍ତି ସେହି ରାତିହାସ ଛୁଆଁ ଲୁଗା, ଦେହ ଓ ପଇତାକୁ ନ ଧୋଇ ଘରେ ଭଲ ଲୁଗା ଛୁଅଁନ୍ତି ନାହିଁ ]