Jump to content

ଦାଣ୍ଡ ପତିଆରା

ଉଇକିଅଭିଧାନ‌ରୁ

ଦାଣ୍ଡ ପତିଆରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଓ. ଦାଣ୍ଡ+ସଂସ୍କୃତ - ପ୍ରତ୍ୟୟ)

[ସମ୍ପାଦନା]
୧. ବାହାରର ଲୋକଙ୍କୁ ଦେଖାଇ ସେମାନଙ୍କ ମନରେ ଆସ୍ଥା ବା ପ୍ରତ୍ୟୟ ଜନ୍ମାଇବାପାଇଁ ଗରିବ ବା


ଅନୁବାଦ

[ସମ୍ପାଦନା]

ଦେଣଦାର ଲୋକର ଅନ୍ତଃସାରଶୂନ୍ୟ ଆଡ଼— ମ୍ୱର —୧. A false appearance or outward show set up to maintain one's credit in the eyes of the public.

ଘର ଭଣ ଭଣ ଦୁଆରରେ ତାଟି ଦାଣ୍ଡ ପତିଆର ଝିଅ ଦିଓଃଟି ଢଗ

୨. କୌଣସି ବ୍ୟବସାୟୀ ବ୍ୟକ୍ତିଠାରେ ସର୍ବସାଧାରଣଙ୍କର ଥିବା ପ୍ରତୀୟ; ବ୍ୟାବସାୟିକ ପ୍ରତିପତ୍ତ —Public credit of a man of business.