ଦାଣ୍ଡ ପହଁରା
ଦେଖଣା
ଦାଣ୍ଡ ପହଁରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦାଣ୍ଡ ଓଳାଇବା — ୧. Brooming or sweeping the road.
- ୨. ପୁଷ ମାସ ରବିବାର ଦିନ ଶୂଦ୍ରଜାତୀୟା ସ୍ତ୍ରୀମାନଙ୍କର କରିବା ଓଷା [ଏହା ଓଷାରେ ଦାଣ୍ଡର ଅରାଏ ସ୍ଥାନ ପହଁରି (ଓଳାଇ) ଓ ଲିପି ସେଠାରେ ପୂଜା କରାଯାଏ ] — ୨. A festival observed by Ṡūdra women on the the sunday of the month of p&aline;&uline;sha.