ଦାଣ୍ଡ ମଣଷ
ଦେଖଣା
ଦାଣ୍ଡ ମଣଷ
ଉଚ୍ଚାରଣ
[ସମ୍ପାଦନା]ଦାଣ୍ଡମିଣିପ, ଦାଣ୍ଡଲୋକଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦାଣ୍ଡ ମଣଷ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରିବାରର ଆଭ୍ୟନ୍ତରୀଣ ବିଷୟ ସଙ୍ଗେ ସମ୍ପର୍କ ନ ଥିବା ବ୍ୟକ୍ତି; ନିଃସମ୍ପର୍କୀୟ ବ୍ୟକ୍ତି —୧. A person who has no concern with the internal affairs of a family.
- ୨. ବାହାରର ଲୋକ; ସାଧାରଣଙ୍କ ମଧ୍ୟରୁ କେହି ବ୍ୟକ୍ତି —୧. An outsider; a member of the outside public.
- ୩. ଅପରିଚିତ ବ୍ୟକ୍ତି —୩. Stranger.