Jump to content

ଦାତବ୍ୟ

ଉଇକିଅଭିଧାନ‌ରୁ

ଦାତବ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଦା ଧାତୁ +କର୍ମ. ତବ୍ୟ)

[ସମ୍ପାଦନା]
୧. ଦେୟ; ଯାହା ଦେବାର ଉଚିତ୍; ଦାନଯୋଗ୍ୟ ଯାହା ଦାନ କରାଯିବାର ଉପଯୁକ୍ତ —୧. Suitable to be given away; fit to be given away or bestowed; payable.
୨. ଯାହା ଦେବା ଆବଶ୍ୟକ — ୨. Necessary to be given away.
୩. ଖଏରାତ୍; ଯାହା ଦାନ ସ୍ୱରୂପ ଦିଆଯାଏ — ୩. Given in charity.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁଠାରେ ଦାନ ଦିଆଯାଏ —୧. Where any thing is given away as charity.
୨. ଖଏରାତ; ଦାନ — ୨. Charitable gift; charity.

(ଯ ଥା—ମତେ ଯେବେ ଏ ଘର ଖଣ୍ଡିକ କିଏ ଦାତବ୍ୟ କରି ଦିଅନ୍ତା ତେବେ ମୁଁ ଏଠାରେ ବାସ କରନ୍ତି)

ଦେଶଜ - ବିଶେଷଣ -

[ସମ୍ପାଦନା]

ଖଏରାତ କରାଯିବା; ପ୍ରଦତ୍ତ — Bestowed in charity.